• Saturday, September 21, 2024

ଅଟକିନି ଜୀବନ

ନିଜକୁ ନିଜେ ବାହା ହୋଇଥିଲେ ,ଏବେ ହେଲା ଡ଼ାଈଭୋର୍ସ

ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ବିଶ୍ୱ ଦେଖିଥିଲା ବିରଳ ଏକ ବାହାଘର । ନିଜକୁ ନିଜେ ଭଲପାଉଥିବା ଜଣେ ୩୬ ବର୍ଷ ବୟସ୍କା ମହିଳା ସୁଏଲେନ କେରି ବିବାହ ପୋଷାକରେ ସଜ୍ଜିତ ହୋଇ ମଣ୍ଡପ ଉପରକୁ ଆସିଥିଲେ । ତାଙ୍କ ସହିତ କିନ୍ତୁ ନଥିଲେ ବର । ଅତିଥି ମାନେ ବରକୁ ଅପେକ୍ଷା କରିଥିବା ବେଳେ ସବୁ ଉତ୍କଣ୍ଠାର ଅବସାନ ଘଟାଇ କେରି ନିଜକୁ ନିଜେ ବିବାହ କରୁଛନ୍ତି ବୋଲି ଘୋଷଣା କ

ଜୀବନର ଯୁଦ୍ଧ ଜିତିଲେ ସୁଇଟି

ଗ୍ରେଟର ନୋଇଡ଼ାର ଇଂଜିନିୟରିଂ ଛାତ୍ରୀ ସୁଇଟି ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମେଡିକାଲରେ ପହଂଚିବା ବେଳକୁ ସେ କୋମାକୁ ଚାଲିଯାଇଥିଲେ । ଆଇ ସି ୟୁ ରେ ରଖାଯାଇ ଚାଲିଲା ତାଙ୍କର ଚିକିତ୍ସା । ଚିକିତ୍ସା ଖର୍ଚ୍ଚ ବାବଦକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣାଇଦେଇଥିଲେ ଡାକ୍ତର । ସୁଇଟିଙ୍କ ପରିବାର ନିକଟରେ ଏତେ ଟଙ୍କା ଯୋଗାଡ଼ କରିବା ଥିଲା କଷ୍ଟ । ଏଭ

ଚାନ୍ଦୁଆ ଶିଳ୍ପୀରୁ ବଡ଼ ଉଦ୍ୟୋଗୀ

ସାଧାରଣ ଗୃହିଣୀରୁ ମାନସୀ ପୃଷ୍ଟି ପାଲଟିଛନ୍ତି ସଫଳ ଉଦ୍ୟୋଗୀ । ଚାନ୍ଦୁଆ ତିଆରି କରୁ କରୁ ପାଲଟିଯାଇଛନ୍ତି ଝୋଟ ଉତ୍ପାଦର କୁଶଳୀ କାରିଗର । ୧୦ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ । ଏବେ ପୁରୀ ଜିଲ୍ଲା କୋଣାର୍କ ନିକଟରେ ରହିଛି ତାଙ୍କର ଓଁ ଗାୟତ୍ରୀ ଝୋଟ କ୍ଲଷ୍ଟର ,ଯେଉଁଠୁ ସେ ଆୟ କରୁଛନ୍ତି ବାର୍ଷିକ ଏକ କୋଟି ଟଙ୍କା । ମାନସୀ ପିଲାଦିନୁ ନିଜ ମା’

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ପାଇଁ ହରପ୍ରିୟାଙ୍କ ପ୍ରୟାସ

ଖୋର୍ଦ୍ଧା ଜିଲ୍ଲା ଛଣଗଡ଼ ବାସିନ୍ଦା ହରପ୍ରିୟା ନାୟକ ବିଗତ ୩ ବର୍ଷ ଧରି କ୍ୟାନସର ପୀଡିତଙ୍କ ମୁହଁରେ ହସ ଦେବାକୁ କରୁଛନ୍ତି କ୍ଷୁଦ୍ର ଗୁଣ୍ଡୁଚି ମୁଷାର ପ୍ରୟାସ । ନିଜେ ଏକ ସଂସ୍ଥା ଗଢି ପୁରୁଷ ମହିଳା ଓ ଶିଶୁ ମାନଙ୍କୁ କ୍ୟାନସର ପୀଡିତଙ୍କ ପାଇଁ କେଶ ଦାନ କରିବାକୁ ପ୍ରବର୍ତ୍ତାଇ ସଫଳ ହୋଇଛନ୍ତି । ୧୫୦ ପୁରୁଷ ମହିଳା ଓ ଶିଶୁଙ୍କୁ ପ୍ରବର୍ତ୍ତାଇ ସେ କେଶଦାନ ଅଭି

ଦାଦନ ଶ୍ରମୀକରୁ ସଫଳ ଛତୁଚାଷୀ

ପିଲାଦିନୁ ପିତାମାତାଙ୍କୁ ହରାଇ ବେସାହାରା ପାଲଟିଥିବା କୁନୀତା ମାଝୀଙ୍କୁ ଛତୁ ଚାଷ ସ୍ୱାଭିମାନ ସହିତ ବଂଚିବାର ବାଟ ଦେଖାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବେଲଘର ଗାଁର ମଣ୍ଟୁ ମାଝୀଙ୍କୁ ବାହା ହେବା ପରେ କୁନୀତା ଭାବିଥିଲେ ଏବେ ହୁଏତ ଦୂର ହେବ ତାଙ୍କ ସଂସାରର ଦୁଃଖ । କିନ୍ତୁ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ଦାଦନ ଶ୍ରମିକ ଭାବେ ସ୍ବାମୀଙ୍କ ସହ

ମିଲିୟନ ଭିୟୁ ହେଲା ବେଳାଭୂମିରେ ଚୁଡ଼ି ବିକୁଥିବା ମହିଳାଙ୍କ ଭିଡିଓ

ଗୋଆର ଭ୍ୟାଗେଟର୍ ବେଳାଭୂମି ଏହାର ମନୋରମ ଦୃଶ୍ୟ ପାଇଁ ରହିଥାଏ ଚର୍ଚ୍ଚାରେ । ଏବେ ଏହି ବେଳାଭୂମିରେ ଚୁଡ଼ି ବିକୁଥିବା ଜଣେ ଗ୍ରାମୀଣ ମହିଳା ଇଣ୍ଟରନେଟରେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ସାଧାରଣ ଖଣ୍ଡିଏ ଶାଢ଼ୀ ପରିହିତା ଏହି ମହିଳାଙ୍କ ଭିଡିଓ ଇଣ୍ଟରନେଟରେ ମିଲିୟନ ସଂଖ୍ୟକ ଦର୍ଶକଙ୍କ ପସନ୍ଦ ପାଲଟିଛି । ଏହା ପଛର କାରଣ ହେଉଛି ଚୁଡ଼ି ବିକୁଥିବା ଏହି ମହିଳାଙ୍କ ଇଁ

ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

ତାମିଲନାଡୁ ଭେଲୋରର ବାସିନ୍ଦା ପ୍ରେମା ଧନରାଜଙ୍କୁ ନିକଟରେ ମିଳିଛି ପଦ୍ମଶ୍ରୀ ସମ୍ମାନ । ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇବା ପରେ ଖୁସି ପ୍ରକଟ କରିଛନ୍ତି ୭୨ ବର୍ଷ ବୟସ୍କ ପ୍ରେମା ଧନରାଜ । ପ୍ରେମା ହେଉଛନ୍ତି ଦେଶର ଜଣେ ଖ୍ୟାତନାମା ପ୍ଲାଷ୍ଟିକ ସର୍ଜନ । ନିଆଁରେ ପୋଡି ଯାଇଥିବା ରୋଗୀଙ୍କୁ ନୂଆ ଶରୀର ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚ

ପତିଙ୍କୁ ପକ୍ଷାଘାତ ,ପତ୍ନୀ ସାଜିଛନ୍ତି ବାଇକ ମିସ୍ତ୍ରୀ

ଗାଜିଆବାଦର ପଟେଲ ନଗରର ବାସିନ୍ଦା ପୁନମ ଦେବୀଙ୍କ ମୁଣ୍ଡ ଉପରେ ଛିଡି ପଡିଛି ଆକାଶ । ୨୦୧୯ କରୋନା ସମୟରେ ଅଚାନକ ତାଙ୍କ ସ୍ୱାମୀ ରାଜେଶଙ୍କୁ ପକ୍ଷାଘାତ ହେଲା । ରାଜେଶଙ୍କ ଏକ ବାଇକ ମରାମତି ଦୋକାନ ଥିଲା । ଛୋଟ ଏକ କାଠ କ୍ୟାବିନରେ ବାଇକ ମରାମତି ଉପକରଣ ରଖି ସେ ନିଜର ପରିବାର ପୋଶୁଥିଲେ । ପକ୍ଷାଘାତରେ ତାଙ୍କ ବାମ ହାତ ଅଚଳ ହୋଇଯିବା ପରେ ସେ ଆଉ ବାଇକ ମରାମ

ଦିବ୍ୟାଙ୍ଗ ବାପାଙ୍କ ପାଇଁ ସାହାରା ପାଲଟିଛି ୧୨ ବର୍ଷର ଝିଅ

ବାପାଙ୍କ ଆଶାବାଡ଼ି ସାଜି ଜୀବନସଂଘର୍ଷର ସାଥୀ ହୋଇଛି ୧୨ ବର୍ଷର ଝିଅ ପ୍ରତୀକ୍ଷା । ଅବକାରୀ ବିଭାଗର ଏକ ପରିତ୍ୟକ୍ତ କୋଠାରେ ବିତୁଛି ଅସହାୟ ବାପା ଝିଅଙ୍କ ଦିନ । କୋରାପୁଟ ଜୟପୁର ସହରର ଜୟନଗର ଛକରେ ଥିବା ଅବକାରୀ ଥାନାର ଭଙ୍ଗା ପରିତ୍ୟକ୍ତ କୋଠାରେ ଦୃଷ୍ଟିବାଧିତ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ୨୪ ଘଣ୍ଟା ଉପସ୍ଥିତ ରହି ସେବା କରୁଛି ଝିଅ ପ୍ରତୀକ୍ଷା । ପୂର୍ଣ୍ଣଚନ୍

ସୁଶୀଳାଙ୍କ ମଥାରେ ଛିଡ଼ିପଡ଼ିଛି ଆକାଶ

ଆଖିରେ ନଦୀ ଭଳି ଲୁହର ବନ୍ୟା । ଏକାକାର ହୋଇଛି କୋହ । କୋହ ଆଉ ଲୁହକୁ ସାଥ କରି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗାଁର ସୁଶୀଳା ଦାସଙ୍କ ଚାଲିଛି ଜୀବନ ସହିତ ସଂଘର୍ଷ । ଥରି ଉଠୁଥିବା ହାତରେ ସ୍ୱାମୀଙ୍କ ଫଟୋକୁ ବାରମ୍ବାର ଆଉଁଶି ସୁଶୀଳା ନିଜ ସ୍ମୃତିକୁ ଅଣ୍ଡାଳି ହେଉଛନ୍ତି । ଦିନେ ତାଙ୍କର ମଧ୍ୟ ଥିଲା ଏକ ସୁଖର ସଂସାର । ବଡ଼ ପୁଅ ମୁମ୍ବାଇରେ ଚାକି

ହାରିନାହାନ୍ତି ୬ ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମାନସୀ

ଜୀବନ ଯୁଦ୍ଧରେ ହାରି ନାହାନ୍ତି ବଲାଙ୍ଗୀର ଜିଲ୍ଲା ଖ୍ରପାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା । ୨୦୨୦ ମସିହା କରୋନା କାଳରେ ଅତ୍ୟନ୍ତ ସାହାସୀକତାର ପରିଚୟ ଦେଇ ଦେଶବ୍ୟାପୀ ପ୍ରସଂଶା ସାଉଁଟିଥିଲେ ମାନସୀ । ସାହସୀ ଯୁବତୀ ଭାବରେ ବିଭିନ୍ନ ଟିଭି ଓ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ । ନିଜ ପିତା ଟିକୁନୁ ବରିହା ଓ ସାନ ଭଉଣୀ ଦହନା (୧୪) ସହିତ ତାମିଲନା

ସାନ ଭଉଣୀ ପାଇଁ ମା ହୋଇଯାଇଛି ୫ ବର୍ଷର ଶିଶୁ

୫ବର୍ଷ ଓ ୩ ବର୍ଷର ଦୁଇ ଭଉଣୀଙ୍କ ସଂଘର୍ଷ କାହାଣୀ ଶୁଣିଲେ ଆପଣ ବିଚଳିତ ହୋଇପାରନ୍ତି । ୨୭ ଦିନ ହେଲା ଏମାନଙ୍କ ପିତା ମାତା ଦାନ୍ତକାଠି ବିକ୍ରି କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ଏହି ପିଲା ଦୁହିଁଙ୍କର ବୟସ ଏପରି ନା ସେମାନେ ଘରୁ ଦୁରକୁ ଯାଇ ଖୋଜି ପାରୁଛନ୍ତି ନା ସେମାନଙ୍କ କୌଣସି ସମ୍ପର୍କୀୟଙ୍କ ଘରକୁ ଖବର ଦେଇପାରୁଛନ୍ତି । ସେପ୍ଟେମ୍ବର ୧ ତାରିଖ ସକାଳ

କନ୍ଧମାଳର ପ୍ରଥମ ମହିଳା ମୋଚି ସୁନି ମେହର

କନ୍ଧମାଳ ଜିଲ୍ଲାର ଛୋଟ ଏକ ଗ୍ରାମୀଣ ସହର ଦାରିଙ୍ଗିବାଡ଼ି । ଏଠାରେ ବିଗତ ୧୫ ବର୍ଷ ଧରି ଫୁଟପାଥରେ ଜୋତା ପଲିସି ଓ ମରାମତି କାମରେ ନିୟୋଜିତ ଅଛନ୍ତି ୩୫ ବର୍ଷ ବୟସ୍କା ସୁନି ମେହର । ଜଣେ ମହିଳା ଏଭଳି ବୃତ୍ତିରେ ନିୟୋଜିତ ହେବାର ଇୟେ ହେଉଛି ପ୍ରଥମ ଓ ବିରଳ ଘଟଣା । ତେବେ କିଏ ଏହି ସୁନି ମେହର ? କାହିଁକି ସେ ଖୋଲା ଆକାଶ ତଳେ ମୋଚି ବୃତ୍ତିରେ ଅଛନ୍ତି ? ଖୋଲା ଆ

ଅଟୋ ଚଳାଇ ତିନି ଝିଅକୁ ମଣିଷ କରିଛନ୍ତି ଚେନ୍ନାଇର ମହିଳା ଡ୍ରାଇଭର ଏମ ପାର୍ବତୀ

ଚେନ୍ନାଇ:21/07/2023: ବିଗତ ୨୩ ବର୍ଷ ଧରି ଚେନ୍ନାଇର ସଡ଼କ ଉପରେ ସଂଘର୍ଷ କରୁଛନ୍ତି ୪୭ ବର୍ଷର ପାର୍ବତୀ । ଆଖପାଖର ଲୋକେ ପାର୍ବତୀଙ୍କୁ ଜଣେ ହୃଦୟବାନ ମହିଳା ଓ ସଫଳ ଅଟୋ ଡ୍ରାଇଭର ଭାବେ ଜାଣନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପାର୍ବତୀ ଅଟୋ ଚଳାଇ ନିଜର ତିନି ଝିଅକୁ ଉଚ୍ଚ ଶିକ୍ଷା ଦେବାରେ ସଫଳ ହୋଇଛନ୍ତି । ପ୍ରଥମରୁ ପାର୍ବତୀ ଅଟୋ ଡ୍ରାଇଭର ନଥିଲେ । ଥିଲ

ସାବତ ମା ଢାଳିଦେଲେ ଏସିଡ ;କିନ୍ତୁ ହାରି ନାହାନ୍ତି ରୁପା

ରୁପାଙ୍କ ସାହସକୁ ଯେତେ ପ୍ରଶଂସା କଲେ ବି କମ ପଡିବ । ୨୦୦୮ ମସିହାରେ ତାଙ୍କର ସାବତ ମା ଶୋଇଥିବା ଅବସ୍ଥାରେ ତାଙ୍କ ମୁହଁକୁ ଢାଳି ଦେଇଥିଲେ ଏସିଡ । ଏସିଡର ଜ୍ବାଳାରେ ଚେହେରା ଜଳିଯାଇଥିବା ବେଳେ କ୍ଷଣିକ ଭିତରେ ବଦଳି ଯାଇଥିଲା ତାଙ୍କର ପୁରା ଜୀବନ । ୧୬ ଘଂଟାର ଅପେକ୍ଷା ପରେ ତାଙ୍କର ଆରମ୍ଭ ହୋଇଥିଲା ଚିକିତ୍ସା । ଯନ୍ତ୍ରଣା ସହିତ ସେ ଜୀବନ ପାଇଁ ବ୍ୟାକୁଳ ହେଉଥିବ

1 /7

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.